Author: Sarasinee Subudhi

ରାଜ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନଙ୍କ ଉପରେ ଉଚ୍ଚ ବର୍ଗର ଲୋକମାନଙ୍କର ଜାତି ଭିତିକ ଅତ୍ୟାଚାର ଓ ହିଂସା ବଢିଚାଲିଛି । ସେମାନେ ଅସୁରକ୍ଷିତ ତେଣୁ ସେମାନଙ୍କର ସୁରକ୍ଷା ପାଇଁ ମୋହନ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁବାର ଦିନ ସରକାରଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଉଦବେଗ ପ୍ରକାଶ କରି ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରେ ମୋହନ ସରକାର ଅପେକ୍ଷା ନବୀନଙ୍କ ସରକାର ସମୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଥିବା ସେ ଦର୍ଶାଇଦେଇଛନ୍ତି । ତାଙ୍କ ଚିଠିରେ ସେ ଦର୍ଶାଇଛନ୍ତି ଯେ ଗତ ପାଞ୍ଚ ବର୍ଷ ଭିତରେ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତିର ଲୋକମାନଙ୍କ ଉପରେ ଉଚ୍ଚ ବର୍ଗର ଲୋକଙ୍କ ଅତ୍ୟାଚାର ୫୮ ପ୍ରତିଶତ ବୃଦ୍ଧି ପାଇଛି । ରାଜା ସ୍ୱାଇଁ ତାଙ୍କ ଚିଠିରେ…

Read More