Author: Sarasinee Subudhi

ନାଟୋ ମୁଖ୍ୟ ମାର୍କ ରୁଟେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ପ୍ରକାଶ କରି ବିଶ୍ୱକୁ ସତର୍କ କରାଇଛନ୍ତି । ରୁଟେ କହିଛନ୍ତି ଯେ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକତ୍ର ଆକ୍ରମଣ ଆରମ୍ଭ କଲେ ତାହା ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ। ଚୀନ ସେନା ତାଇୱାନ ଉପରେ ଅଧିକାର କରିବାର ଚେଷ୍ଟା ଆରମ୍ଭ କରିବ ଏବଂ ଏହା ସହିତ ଋଶ ନାଟୋ ଦେଶମାନଙ୍କ ଅଞ୍ଚଳ ଉପରେ ଆକ୍ରମଣ କରିବ। ତାଙ୍କ କହିବା ଅନୁଯାୟୀ, ଏହା ବିଶ୍ୱ ପାଇଁ ବିପୁଳ ବିନାଶର କାରଣ ହେବ କାରଣ ଏହି ସମୟରେ ପରମାଣୁ ଅସ୍ତ୍ରର ବ୍ୟବହାର ମଧ୍ୟ ହୋଇପାରେ। ମାର୍କ ରୁଟେ କହିଛନ୍ତି, ‘ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ତାଇୱାନ ଉପରେ ଆକ୍ରମଣ କରିବା ସହିତ ଋଷ ନେତା ଭ୍ଲାଦିମିର ପୁଟିନଙ୍କୁ ନାଟୋ ଦେଶମାନଙ୍କ ଉପରେ ଆକ୍ରମଣ କରିବାକୁ କହି ପାରନ୍ତି, ଯାହା ଦ୍ୱାରା ସେମାନଙ୍କୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ…

Read More