Author: Sarasinee Subudhi

କୌଣସି ବ୍ୟକ୍ତି ବା ସଂଗଠନ ଭାରତ ବନ୍ଦର ଘୋଷଣା କରିପାରେ କି? ଦେଶବ୍ୟାପୀ ବନ୍ଦ ସମ୍ପର୍କରେ ସଂବିଧାନ ସେମାନଙ୍କୁ କେତେ ଅଧିକାର ଦେଇଛି? ଏହି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ କେବେ ନା କେବେ ଆସିଥିବ । ଏହାର କାରଣ ହେଉଛି ଭାରତ ବନ୍ଦ କରି ବ୍ୟାଙ୍କିଙ୍ଗ, ଖଣି, ପରିବହନ ଓ ଉତ୍ପାଦନ ସମେତ ଅନେକ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ ଆଜି (୦୯ ଜୁଲାଇ) ହରତାଳରେ ଅଛନ୍ତି। କର୍ମଚାରୀମାନେ ସମଗ୍ର ଦେଶରେ ଭାରତ ବନ୍ଦର ଆହ୍ୱାନ ଦେଇଛନ୍ତି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଓ ସେମାନଙ୍କୁ ମିଳୁଥିବା ସେବା ଉପରେ ପଡ଼ିଛି। ଭାରତ ବନ୍ଦରେ ଏଟକ (ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ), ଏଚଏମଏସ, ସିଟୁ, ଇଣ୍ଟକ, ଇନୁଟୁକ, ଟିୟୁସିସି, ଏଆଇସିସିଟିୟୁ, ଏଲପିଏଫ ଓ ଯୁଟିୟୁସି ସାମିଲ ହୋଇଛି। କୃଷି ଶ୍ରମିକ ସଂଘ ଓ ସଂଯୁକ୍ତ କିସାନ ମୋର୍ଚ୍ଚା ମଧ୍ୟ ଏହି ହରତାଳକୁ ସମର୍ଥନ କରିଛନ୍ତି। ଏପରି…

Read More