Author: Sarasinee Subudhi

ଜୟଦେବ ଭବନ ଖଟି ଆଗରେ ଥିବା ସେହି ଗଛ,ଲାଗୁଛି ରାଉତରାୟ ପରିବାର କବଲା କରିନେଇଛି । ଆଗରୁ ବାପା ସୁର ରାଉତରାୟ ସେଠୁ ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ଗପୁଥିଲେ । ଟ୍ରମ୍ପଠାରୁ ପୁଟିନ୍ ପୁଣି ମୋଦୀ ସମସ୍ତଙ୍କୁ ସେହି ଗଛ ମୁଳେ ଛିଡ଼ା ହୋଇ ସୁର ବାବୁ ଝାଡ଼ିଛନ୍ତି । ଏବେ ବାପାଙ୍କ ସ୍ଥାନ ନେଇଛନ୍ତି ପୁଅ । କ୍ୟାପ୍ଟେନ୍ କକ୍ ପିଟ୍ ଛାଡ଼ି ରାଜନୀତିକୁ ଆସିବା ଦିନଠାରୁ ଦଳର ସୁପ୍ରିମୋ ଓ ଛାୟା ସୁପ୍ରିମୋଙ୍କୁ ମାଲିସ କରିବାକୁ ଢେର ଉଦ୍ୟମ କରୁଛନ୍ତି। କିନ୍ତୁ ତାଙ୍କ ଅମାନିଆ ଜିଭ ତାଙ୍କ ପାଇଁ ଓ ତାଙ୍କ ଦଳ ପାଇଁ ବୁମେରାଂ ହୋଇପାରେ । ଜୟଦେବ ଭବନର ଗଛ ଲାଗୁଛି ଜୟଦେବ ଭବନ ଆଗରେ ଥିବା ସେହି ଗଛ ବିକ୍ରମାଦିତ୍ୟଙ୍କ ବ୍ରତିଶ ସିଂହାସନ । ବ୍ରତିଶ ସିଂହାସନ ଉପରକୁ ଚଢିଲେ ଯେମିତି ଲୋକର ଆଚାର ବିଚାର ବଦଳି ଯାଉଥିଲା,ସେମିତି ସେହି ଗଛ ମୁଳେ ଯିଏ…

Read More