Author: Sarasinee Subudhi

୨୦୪୭ର ଭାରତ ସ୍ୱାଧିନତା ଶତବାର୍ଷିକୀ ପାଳନ କରିବ । ଏହା ସହିତ ଉପମହାଦେଶର ବିଭାଜନକୁ ମଧ୍ୟ ଶହେ ବର୍ଷ ପୁରିବ । ଧର୍ମ ଆଧାରରେ ବିଭାଜିତ ଭାରତୀୟ ଉପମହାଦେଶର ଗୋଟିଏ ଭାଗ ଧର୍ମନିରପେକ୍ଷ ନୀତିକୁ ଗ୍ରହଣ କରିଥିବା ବେଳେ ପାକିସ୍ତାନ-ବାଂଲାଦେଶ ଇସଲାମିକ ରାଷ୍ଟ୍ର । ଏମିତିରେ ପ୍ରଶ୍ନ ଉଠେ ଯେ, ୨୦୪୭ ବେଳକୁ ଭାରତୀୟ ଜନସଂଖ୍ୟାର ଧର୍ମୀୟ ଆଧାର କ’ଣ ଥିବ ? ଭାରତରେ କ୍ରମାଗତ ଭାବେ ହ୍ରାସ ପାଉଥିବା ହିନ୍ଦୁ ଜନସଂଖ୍ୟା କ’ଣ ୨୦୪୭ ବେଳକୁ ଆହୁରି ହ୍ରାସ ପାଇଥିବ ? ୧୯୪୭ ପରଠାରୁ ପାକିସ୍ତାନ ଓ ବାଂଲାଦେଶରେ ହିନ୍ଦୁ ଜନସଂଖ୍ୟାରେ ଅବନତି ଆସିଥିବା ବେଳେ ଭାରତରେ ଏହାର ଓଲଟା ହୋଇଛି । ଭାରତରେ ମୁସଲମାନଙ୍କ ସଂଖ୍ୟା ପାଖାପାଖି ୬ ଗୁଣ ବଢିଛି । ପ୍ରଶ୍ନ ହେଲା ୨୦୪୭ ବେଳକୁ ହିନ୍ଦୁ ଓ ମୁସଲିମ ଜନସଂଖ୍ୟାର ଅନୁପାତ କ’ଣ ଥିବ ? ହିନ୍ଦୁତ୍ୱବାଦୀଙ୍କ ସେହି ପ୍ରପୋଗଣ୍ଡାରେ କଣ ଦମ୍ ଅଛି,ଯେଉଁଥିରେ…

Read More