Author: Sarasinee Subudhi

ବଲିଉଡ ଅଭିନେତ୍ରୀ ‌ବାଣୀ କପୁର‌ ସିନେ ଦୁନିଆର ଜଣେ ପରିଚିତ ଚେହେରା, ସେ ଅନେକ ସମୟରେ ନିଜ ସିନେମା ବ୍ୟତୀତ ଅନ୍ୟ କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ତାଙ୍କ ରଙ୍ଗ ପାଇଁ ପ୍ରତ୍ୟାଖ୍ୟାନ ହେବା ଠାରୁ ଆରମ୍ଭ କରି ଲଗାତାର ଶରୀର ଗଠନ ନେଇ ଅସମ୍ମାନର ସମ୍ମୁଖୀନ ହେବା ପର୍ଯ୍ୟନ୍ତ ସବୁ ଘଟଣା ଗୋଟି ଗୋଟି କରି କହିଛନ୍ତି। ଏକ ସାକ୍ଷାତକାରରେ, ବାଣୀ କପୁର‌ ତାଙ୍କର ପ୍ରାରମ୍ଭିକ ସଂଘର୍ଷ ଏବଂ ସେ କିପରି ସେଗୁଡ଼ିକୁ ଅତିକ୍ରମ କରି ଶକ୍ତିଶାଳୀ ହୋଇ ପାରିଥିଲେ ସେ ବିଷୟରେ ଖୋଲାଖୋଲି କହିଛନ୍ତି। ତାଙ୍କ କ୍ୟାରିଅରର ପ୍ରାରମ୍ଭରେ ଏକ ଯନ୍ତ୍ରଣାଦାୟକ ଘଟଣାକୁ ମନେ ପକାଇ, ବାଣୀ କପୁର‌ ପ୍ରକାଶ କରିଥିଲେ ଯେ ସେ ତାଙ୍କ ରଙ୍ଗ ପାଇଁ ଏକ ଫିଲ୍ମ ହରାଇଥିଲେ। “ଜଣେ ଚଳଚ୍ଚିତ୍ର ନିର୍ମାତା ଥରେ କହିଥିଲେ ଯେ…

Read More