Author: Sarasinee Subudhi

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ବାଣିଜ୍ୟ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ୧, ୨୦୨୫ ରୁ ଭାରତରୁ ଆମେରିକା ପଠାଯାଉଥିବା ସାମଗ୍ରୀ ଉପରେ ୨୫% ଟିକସ ଅର୍ଥାତ୍ ଶୁଳ୍କ ଲାଗୁ ହେବ। ଏହା ସହିତ ଜରିମାନା ମଧ୍ୟ ଲାଗୁ ହେବ। ଭାରତ ଋଷରୁ ଅସ୍ତ୍ରଶସ୍ତ୍ର ଏବଂ ତେଲ କିଣୁଥିବାରୁ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅଛି ଯେ ଏହା ଆମ ଉପରେ କିପରି ପ୍ରଭାବ ପକାଇବ? ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେବ କି? ଔଷଧର ମୂଲ୍ୟ ବୃଦ୍ଧି ପାଇବ କି? ସୁନା ରୂପା ଦର ଆହୁରି ବଢିବ କି? ତେବେ ଚଲନ୍ତୁ ସେ ବିଷୟରେ ବିସ୍ତାରିତ ଭାବରେ ବୁଝିବା। କ’ଣ ମହଙ୍ଗା ହୋଇପାରେ? ବର୍ତ୍ତମାନ ଏହି ଶୁଳ୍କ କେବଳ ଭାରତରୁ ଆମେରିକା ଆସୁଥିବା ସାମଗ୍ରୀ ଉପରେ ଲାଗୁ ହେବ। ଅର୍ଥାତ୍, ପ୍ରାରମ୍ଭରେ ଭାରତରେ ସିଧାସଳଖ କିଛି…

Read More