Author: Sarasinee Subudhi

ଆଜି ସାରା ବିଶ୍ୱ ବନ୍ଧୁତା ଦିବସ ପାଳନ କରୁଛି। ଏପରି ପରିପ୍ରେକ୍ଷୀରେ ଭାରତ ଓ ରୁଷିଆର ବନ୍ଧୁତା ଏକ ଉଦାହରଣ ଭାବେ ରହିଛି। ଆମେରିକା ଯେତେ ଚେଷ୍ଟା କଲେ ମଧ୍ୟ ଏହି ଦୁଇ ଦେଶର ବନ୍ଧୁତା ଉପରେ କୌଣସି ଆଞ୍ଚ ଆସେ ନାହିଁ। ସୋଭିଏତ ସଂଘ ସମୟରୁ ଆରମ୍ଭ ହୋଇଥିବା ଏହି ବନ୍ଧୁତା ସୋଭିଏତ ସଂଘର ବିଘଟନ ପରେ ମଧ୍ୟ ରୁଷିଆ ସହିତ ଜାରି ରହିଛି। ଏପରିକି ରୁଷିଆ ଓ ୟୁକ୍ରେନ ଯୁଦ୍ଧ ସମୟରେ ପାଶ୍ଚାତ୍ୟ ଦେଶମାନେ ରୁଷିଆ ଉପରେ ନାନା ପ୍ରତିବନ୍ଧକ ଲଗାଇଥିଲେ, ତଥାପି ଭାରତ ରୁଷିଆଠାରୁ ଅଶୋଧିତ ତୈଳ ଆମଦାନୀ ଜାରି ରଖିଥିଲା। ଆସନ୍ତୁ ଜାଣିବା ଏହି ବନ୍ଧୁତା କେତେ ପୁରୁଣା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ କିପରି ଦୃଢ଼ ହୋଇଚାଲିଛି? ଭାରତ ରୁଷିଆଠାରୁ ତେଲ କିଣୁଛି ତେବେ ଟ୍ରମ୍ପଙ୍କୁ କାହିଁକି ଏହା ବାଧୁଛି ? ସବୁ ପାଗର ବନ୍ଧୁ ଆମେରିକାକୁ ଭାରତ ଓ ରୁଷିଆର ବନ୍ଧୁତା…

Read More