Author: Sarasinee Subudhi

କଂଗ୍ରେସ ସାଂସଦ ଶଶି ଥରୁର ଗୁରୁବାର ମୋଦୀ ସରକାରଙ୍କୁ ଆମେରିକାର ସାମଗ୍ରୀ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଆକ୍ରମଣର ଜବାବ ଦେବାକୁ ଏବଂ ବିକଳ୍ପ ବଜାର ଖୋଜିବାକୁ ଆହ୍ୱାନ କରିଛନ୍ତି। ଟ୍ରମ୍ପ ଭାରତୀୟ ରପ୍ତାନି ଉପରେ ପୂର୍ବ ୨୫ ତିଶତ ଶୁଳ୍କ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରି ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିବା ପରେ ଥରୁରଙ୍କ ଏହି ମନ୍ତବ୍ୟ ଆସିଛି। ଭାରତ ଦ୍ୱାରା ଋଷୀୟ ଅଶୋଧିତ ତୈଳ କ୍ରୟ ଜାରି ରଖିବା ପାଇଁ ଏହି ଦଣ୍ଡ ଦିଆଯାଇଛି। “ମୁଁ ଭାବୁଛି ଏହା ଅନେକ ଦିଗରୁ ଅନ୍ୟାୟ ଏବଂ ଅନୁଚିତ। ଅଭିଯୋଗ ହେଉଛି ଯେ ଆମେ ଋଷୀୟ ତେଲ ଏବଂ ଗ୍ୟାସ କିଣୁଛୁ। ଆମେ ଖୋଲା ବଜାରରେ ଏହା କରୁଛୁ, ନିୟମ ଅନୁସରଣ କରୁଛୁ ଏବଂ ଆମେ ମୂଲ୍ୟ ସୀମା ଅନୁସରଣ କରୁଛୁ,” ଥରୁର କହିଛନ୍ତି। ଆମେରିକାର ଏହି…

Read More