Author: Sarasinee Subudhi

ସାଉଦି ଅରବ ଏହି ଦୁନିଆର ସେହି ଦେଶମାନଙ୍କ ମଧ୍ୟରୁ ଗୋଟିଏ ଯେଉଁଠାରେ ଅଧିକାଂଶ ଅଞ୍ଚଳ ମରୁଭୂମି। ୯୫ ପ୍ରତିଶତ ଅଞ୍ଚଳରେ ଦୁବ ବି କଁଅଳେ ନାହିଁ। ସେଠାର ସବୁଠାରୁ ବଡ଼ ବାଲୁକା ମରୁଭୂମି ହେଉଛି ରୁବ ଅଲ-ଖାଲି। ଚାରିଆଡ଼େ କେବଳ ବାଲି ହିଁ ବାଲି ଦେଖାଯାଏ, ତଥାପି ସାଉଦି ଚୀନ ଓ ଅଷ୍ଟ୍ରେଲିଆରୁ ବାଲି ମଗାଉଛି। ଏହା ଆଶ୍ଚର୍ଯ୍ୟଜନକ ଲାଗିଲେ ମଧ୍ୟ, ଏହା ପଛରେ କାରଣ ବେଶ ରୋଚକ। ସାଉଦି ଅରବ ତା’ର ଭିଜନ ୨୦୩୦ ଉପରେ କାମ କରୁଛି। ଯାହାର ଲକ୍ଷ୍ୟ ହେଉଛି ବାଲିରେ ଭବିଷ୍ୟତର ସହର ନିର୍ମାଣ କରିବା। ଏହି ଭିଜନକୁ ପୂରଣ କରିବା ପାଇଁ ଯେଉଁ ପ୍ରକାରର ବାଲି ଦରକାର, ତାହା ସାଉଦି ଆରବର ମରୁଭୂମିରେ ମିଳୁ ନାହିଁ । ଏବେ ପ୍ରଶ୍ନ ହେଉଛି, ଅଷ୍ଟ୍ରେଲିଆ ଓ ଚୀନର ବାଲିରେ ଏଭଳି କ’ଣ ଅଛି ଯାହା ସାଉଦି ଆରବର ମରୁଭୂମିରେ ନାହିଁ। ଅଷ୍ଟ୍ରେଲିଆ-ଚୀନର ବାଲି ସାଉଦି ପାଇଁ…

Read More