Author: Sarasinee Subudhi

ହାଇଦ୍ରାବାଦରେ ନିଜାମ ଓ ରଜାକାରମାନଙ୍କର ଅତ୍ୟାଚାର ଇତିହାସରେ ଲିପିବଦ୍ଧ ଅଛି। ଏହାକୁ ରୋକିବା ପାଇଁ ଭାରତ ସରକାର ଅପରେସନ ପୋଲୋ ଚଳାଇଥିଲେ ଏବଂ ନିଜାମଙ୍କର ଏକଛତ୍ର ଶାସନରୁ ହାଇଦ୍ରାବାଦକୁ ମୁକ୍ତ କରାଇଥିଲେ। ଏବେ ସେପ୍ଟେମ୍ବର ୧୭ରେ ଏହାକୁ ସ୍ମରଣ କରି ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରାଯିବ। ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା, ହାଇଦ୍ରାବାଦର ନିଜାମଙ୍କର ଏକଛତ୍ର ଶାସନ ଓ ଷଡଯନ୍ତ୍ରର କାହାଣୀ। କେମିତି ସେ ନିଜ ହିନ୍ଦୁ ପ୍ରଜାଙ୍କ ଉପରେ କରୁଥିଲେ ଅକଥନୀୟ ଅତ୍ୟାଚାର । ସ୍ୱାଧିନତା ପ୍ରାପ୍ତି ପରେ ଭାରତର ପ୍ରାୟ ସବୁ ରାଜା ଭାରତରେ ମିଶିବାକୁ ସ୍ୱୀକୃତି ଦେଇଥିଲେ । କିନ୍ତୁ ହାଇଦ୍ରାବାଦର ନିଜାମ ଏହାର ଅପବାଦ ଥିଲେ । ହାଇଦ୍ରାବାଦର ନିଜାମ ନିଜକୁ ସ୍ୱାଧିନ ଶାସକ ଭାବେ ଦେଖୁଥିଲେ । ସେ ଭାରତ ମଝିରେ ଗୋଟିଏ ସ୍ୱତନ୍ତ୍ର ରାଷ୍ଟ୍ର କଥା ଚିନ୍ତା କରୁଥିଲେ । ଆଉ ତାଙ୍କ…

Read More