Author: Sarasinee Subudhi

ଜିଏସଟି ପରିଷଦର ୫୬ତମ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି ଏବଂ ଦୀପାବଳି ପୂର୍ବରୁ ଦେଶର ସାଧାରଣ ଲୋକଙ୍କୁ ବଡ଼ ଭେଟି ଦେଇଛନ୍ତି ମୋଦୀ ସରକାର, ଛୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଵସ୍ତ କରିଛନ୍ତି ସରକାର। ବୈଠକରେ ଜିଏସଟି ସ୍ଲାବ ସଂଖ୍ୟାକୁ ୧୨ ଓ ୨୮ ପ୍ରତିଶତ ବଦଳରେ କେବଳ ୫% ଏବଂ ୧୮% କୁ ହ୍ରାସ କରାଯାଇଛି, ୧୨% ଏବଂ ୨୮% ସ୍ଲାବକୁ ଉଚ୍ଛେଦ କରିବାକୁ ଅନୁମୋଦନ ଦିଆଯାଇଛି। ଅର୍ଥମନ୍ତ୍ରୀ ବୈଠକ ପରେ ଏହି ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ଉଚ୍ଛେଦ କରାଯାଇଛି ଏବଂ ଏହାକୁ ଶୂନ୍ୟ କରାଯାଇଛି। ଏଥିରେ ଜୀବନ ରକ୍ଷାକାରୀ ଔଷଧ, କ୍ଷୀର, ଛେନା, ପନିର ପର୍ଯ୍ୟନ୍ତ ବୀମା ପଲିସି ଅନ୍ତର୍ଭୁକ୍ତ। ଏହି ନୂତନ ଶୁଳ୍କ ହାର ୨୨ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବ। ଏହି ଖାଦ୍ୟ ଉତ୍ପାଦଗୁଡ଼ିକ ଉପରେ ଏବେ ଶୂନ୍ୟ…

Read More