Author: Sarasinee Subudhi

ଜିଏସଟି ନିୟମରେ କେନ୍ଦ୍ର ସରକାର ଯେଉଁ ଏକ ବଡ଼ ପରିବର୍ତ୍ତନ କରିଛନ୍ତି ତାହା ଦୁଇ ଚକିଆ ଯାନ କିଣିବା ପାଇଁ ଆଶାୟୀ ଲୋକଙ୍କୁ ଅଶ୍ଵସ୍ତି କରିଛି । ଏହା ଦ୍ୱାରା ପ୍ରତିଦିନର ବାଇକ୍ ଶସ୍ତା ହୋଇଛି। କିନ୍ତୁ, ମହଙ୍ଗା ବାଇକ ପ୍ରେମୀମାନଙ୍କୁ ଝଟକା ଲାଗିଛି। ୨୨ ସେପ୍ଟେମ୍ବରରୁ ଦୁଇ ଚକିଆ ଯାନ ଉପରେ ଟିକସ ହାର ପରିବର୍ତ୍ତନ ହୋଇଛି। ଇଞ୍ଜିନ ଆକାର ଏବଂ ଇନ୍ଧନର ପ୍ରକାର ଉପରେ ଟିକସ ଲାଗୁ ହେବ। ତେବେ ଜାଣି ରଖିବା ଯେ, କେଉଁ ବାଇକ କିଣିବା ପାଇଁ ଲାଭଦାୟକ ଡିଲ୍ ହେବ। ୩୫୦ ସିସିରୁ କମ୍ ଇଞ୍ଜିନ୍ ଥିବା ବାଇକ୍ ଉପରେ ଏବେ କେବଳ ୧୮% ଜିଏସଟି ଲାଗୁ ହେବ, ଯାହା ପୂର୍ବରୁ ୨୮% ଥିଲା। ସାଧାରଣ କ୍ରେତାମାନେ ଏହାର ଲାଭ ପାଇବେ। କିନ୍ତୁ, ୩୫୦ ସିସିରୁ ଅଧିକ ମହଙ୍ଗା ବାଇକ୍ ଉପରେ ଏବେ ୪୦% ଜିଏସଟି ଲାଗୁ ହେବ, ଯାହା ପୂର୍ବରୁ ୩୧% ଥିଲା।…

Read More