Author: Sarasinee Subudhi

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମୱର୍କ (ଏନଆଇଆରଏଫ୍) ୨୦୨୫ ତାଲିକା ଜାରି ହୋଇଛି । ଏହି ତାଲିକାର ଟପ୍ ଟେନ୍ ସୂଚୀ ଉପରେ ନଜର ପକାଇଲେ ଜଳଜଳ ଦିଶୁଛି ବେମାର ଓଡ଼ିଶା ବିଶ୍ବବିଦ୍ୟାଳୟ ସବୁ କୋମାକୁ ଚାଲି ଯାଇଛନ୍ତି । ଦିନେ ନାମକରା ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ ଟେନ୍ ଛାଡ଼ନ୍ତୁ ଟପ୍ ଟ୍ୱେଣ୍ଟରେ ମଧ୍ୟ ନାହିଁ । ପ୍ରଥମେ ଟପ୍ ଟେନ୍ ତାଲିକା ଉପରେ ନଜର ପକାନ୍ତୁ । ପ୍ରଥମ ସ୍ଥାନରେ ଅଛି ପଡ଼ୋଷୀ ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟ । ୧୦ ନମ୍ବରରେ ଅଛି ଓଡ଼ିଶାଠାରୁ ଆଉ ଟିକେ ଦୂରରେ ଥିବା ଆସାମର ଗୌହାଟି ବିଶ୍ୱବିଦ୍ୟାଳୟ । କିନ୍ତୁ ଗୌହାଟୀ ବିଶ୍ୱବିଦ୍ୟାଳୟ ଓ ଯାଦବପୁର ବିଶ୍ୱବିଦ୍ୟାଳୟର ମାନକ ଶିକ୍ଷାଠାରୁ ବହୁଦୂରରେ ଅଛି ଉତ୍କଳ ବିଶ୍ୱବିଦ୍ୟାଳୟ । ସିଧା କହିଲେ ଯାଦବପୁରଠାରୁ ୪୦ ନମ୍ବର ପଛରେ । ମାନେ ୪୨ ନମ୍ବରରେ ରହିଛି ଉତ୍କଳ ।…

Read More