Author: Sarasinee Subudhi

ନେପାଳରେ କ୍ଷମତା ପରିବର୍ତ୍ତନ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଇସ୍ତଫା ଦେଇ ଗାଏବ ହୋଇଯାଇଛନ୍ତି । ସେନା ନିୟନ୍ତ୍ରଣରେ ଏବେ ଶାସନ । ମନ୍ତ୍ରୀଙ୍କୁ ଲୋକ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି । ଭାରତ ପାଇଁ ନେପାଳ ଭୂ-ରାଜନୈତିକ ମହତ୍ୱ ଢେର ଅଧିକ । କାରଣ ଏହା ଚୀନ୍ ଓ ଭାରତ ମଧ୍ୟରେ ଏକ ବଫର ଷ୍ଟେଟ୍ ଭାବେ କାର୍ଯ୍ୟ କରେ । ନେପାଳର ଯେଉଁ ସରକାର ଗାଦିଚ୍ୟୁତ ହୋଇଛି,ସେହି ସରକାର ଚୀନର ସଖୀ କଣ୍ଢେଇ ଥିଲା ବୋଲି ଅଭିଯୋଗ ହୁଏ । ଚୀନ ରାଷ୍ଟ୍ରଦୂତଙ୍କ ଦ୍ୱାରା ନେପାଳ ସରକାର ଚାଲୁଥିଲା ବୋଲି ଅଭିଯୋଗ ହୋଇ ଆସୁଛି । ଏସବୁ ଭିତରେ ଗୋଟିଏ କଥା ମନକୁ ଆସେ ଯେ, ନେପାଳ ଭଳି କ୍ଷୁଦ୍ର ରାଷ୍ଟ୍ର ଭାରତ ଓ ଚୀନ୍ ଭଳି ବିଶାଳ ଦେଶଙ୍କ ମଧ୍ୟରେ କେମିତି ସ୍ୱାଧିନ ହୋଇ ରହିଲା? ବିଶେଷକରି ଭାରତକୁ ୩ଶହ ବର୍ଷ ଧରି ଶାସନ କରିଥିବା…

Read More