Author: TRUPTIMAYEE SAHOO

ଏୟାର ଇଣ୍ଡିଆରେ ଏକ ନୂତନ ଠକେଇ ସାମ୍ନାକୁ ଆସିଛି । ଶହ ଶହ କର୍ମଚାରୀ ସେମାନଙ୍କୁ ବାର୍ଷିକ ବଣ୍ଟନ କରାଯାଇଥିବା ୧୪ ଟି ମାଗଣା ବିମାନ ଟିକେଟକୁ କରିଛନ୍ତି ବିକ୍ରି | ବାହାର ଲୋକଙ୍କୁ ମିଥ୍ୟା ଭାବରେ ନିଜର ସମ୍ପର୍କୀୟ ବୋଲି ଦାବି କରି କରିଥିଲେ ଏଭଳି ଟିକେଟ ଜଲିଆତି । ଏହି ଠକେଇ କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଥିବା ଏକ ତଦନ୍ତ ପରେ, ଏୟାର ଇଣ୍ଡିଆ ଏବେ ତ୍ରୁଟିପୂର୍ଣ୍ଣ କର୍ମଚାରୀଙ୍କ ଉପରେ ଭାରୀ ଦଣ୍ଡ ଲାଗୁ କରିବାକୁ ନେଇଛନ୍ତି ଆଇନଗତ ସାହାଯ୍ୟ | ଏହା ସହ ସେମାନଙ୍କ ବିରୁଦ୍ଧରେ ଟିକେଟର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବାକୁ ଚାଲିଛି ପ୍ରସ୍ତୁତି | ପ୍ରତିବର୍ଷ ୧୪ଟି ମାଗଣା ବିମାନ ଟିକେଟ ଆବଣ୍ଟିତ ରିପୋର୍ଟରୁ ଜଣାପଡିଛି ଯେ ଏୟାର ଇଣ୍ଡିଆରେ କାର୍ଯ୍ୟରତ କର୍ମଚାରୀମାନେ , କର୍ମଚାରୀ ଅବକାଶ ଯାତ୍ରା (ELT) ନୀତି ଅନୁଯାୟୀ ବାର୍ଷିକ ୧୪ଟି ମାଗଣା ବିମାନ ଟିକେଟ ପାଇବାକୁ ହକଦାର । ଏହି…

Read More