Author: TRUPTIMAYEE SAHOO

ପୁଣି ରାଜ୍ୟରେ ଏକ ଅଭାବନୀୟ କାଣ୍ଡ | ନିଜ ଘରେ ବି ସୁରକ୍ଷିତ ନୁହଁନ୍ତି ମହିଳା | ଘଟଣାଟି ଓଡିଶା ଝାରସୁଗୁଡା ଜିଲ୍ଲାର , ଶୁକ୍ରବାର ରାତିରେ ଜଣେ ଅଜଣା ଦୁର୍ବୃତ୍ତ ତାଙ୍କ ଘରେ ଗୁଳି ଚଳାଇବାରୁ ଜଣେ ମହିଳାଙ୍କ ଉପରେ ବାଜିଛି ଗୁଳି । ଘଟଣାଟି ରାତି ପ୍ରାୟ ୦୯:୨୫ ସମୟରେ ସରବାହାଲ ଅଞ୍ଚଳରେ ଘଟିଛି । ବିଶ୍ୱବିଜୟନୀ ଜେନା ନାମକ ପୀଡିତା ତାଙ୍କ ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଏକ ମୋଟରସାଇକେଲରେ ଆସି ଅନ୍ଧାରରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ | ସେଥି ମଧ୍ୟରୁ ଗୋଟିଏ ଗୁଳି ତାଙ୍କ ଗୋଡରେ ବାଜିଥିଲା ଓ ପରେ ଦୁର୍ବୁତ୍ତ ଜଣଙ୍କ ଘଟଣାସ୍ଥଳରୁ ପଳାଇ ଯାଇଥିଲା | ତେବେ ସୂଚନା ଅନୁଯାଇ ସେ ସ୍ଥାନୀୟ ପରିବହନକାରୀ ଧୀରେନ୍ଦ୍ର ମହାରଣାଙ୍କ ପତ୍ନୀ ବୋଲି ଜଣାପଡିଛି | ହସ୍ପିଟାଲରେ ଭର୍ତ୍ତି ଏବଂ ଅବସ୍ଥା ଗୁଳି ଶବ୍ଦ ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ…

Read More