Author: TRUPTIMAYEE SAHOO

୨୦୨୬ ମସିହାରେ ଯେତେବେଳେ ଭାରତ ବିଶ୍ୱର ଏକ ପ୍ରମୁଖ ଅର୍ଥନୈତିକ ଏବଂ ସାମରିକ ଶକ୍ତି ଭାବେ ଉଭା ହେଉଛି, ସେତେବେଳେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଭାରତୀୟ ଗୋଇନ୍ଦା ସଂସ୍ଥା (NIA) ଦ୍ୱାରା ମିଆଁମାର୍ ସୀମାରୁ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ରକାରୀ ମାଥ୍ୟୁ ଭ୍ୟାନ୍ ଡାଏକ୍‌ର ଗିରଫଦାରୀ କେବଳ ଏକ ସାଧାରଣ ଗିରଫ ନୁହେଁ, ବରଂ ଏହା ଭାରତ ବିରୋଧରେ ବିଦେଶୀ ଗୋଇନ୍ଦା ସଂସ୍ଥା CIAର ଏକ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ। ମଣିପୁର ହିଂସା ପଛରେ ଏହି ଆମେରିକୀୟ ‘ଗୁପ୍ତ ଏଜେଣ୍ଟ’ର ସମ୍ପୃକ୍ତି ଏବେ ଦେଶର ସୁରକ୍ଷା ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ୧. କିଏ ଏହି ମାଥ୍ୟୁ ଭ୍ୟାନ୍ ଡାଏକ୍? ଜଣେ ସାମ୍ବାଦିକ ନା ‘ମର୍ସିନାରୀ’? ମାଥ୍ୟୁ ଭ୍ୟାନ୍ ଡାଏକ୍ ନିଜକୁ ବିଶ୍ୱ ସାମ୍ନା ସାମ୍ନା ଜଣେ ‘ସାମାଜିକ କର୍ମୀ’ କିମ୍ବା ‘ସାମ୍ବାଦିକ’ ଭାବେ ଉପସ୍ଥାପିତ କରିଥାଏ। କିନ୍ତୁ ଗୁପ୍ତଚର ଦୁନିଆରେ ତା’ର ପରିଚୟ ହେଉଛି…

Read More