Author: TRUPTIMAYEE SAHOO

ଆଜି ଆମେ ଏକ ଅତି ଗୁରୁତ୍ଵପୂର୍ଣ୍ଣ ଏବଂ ଗର୍ବର ବିଷୟ ଉପରେ ଆଲୋଚନା କରିବା। ଆପଣ ହୁଏତ ଭାବୁଥିବେ ଯେ ଭାରତ ପାଖରେ ଏବେ ଯାଏଁ ପଞ୍ଚମ ପିଢ଼ିର (5th Gen) ଯୁଦ୍ଧ ବିମାନ ନାହିଁ, ତେବେ ଷଷ୍ଠ ପିଢ଼ିର (6th Gen) କଥା କାହିଁକି ଉଠୁଛି? ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ ପ୍ରକୃତରେ କ’ଣ ଏବଂ ଏହା କାହିଁକି ବିଶ୍ଵକୁ ଚକିତ କରିଛି? ଭାରତ ଏବେ କେବଳ ଯୁଦ୍ଧ ବିମାନ କିଣିବା ଉପରେ ନୁହେଁ, ବରଂ ଅତ୍ୟାଧୁନିକ ଷଷ୍ଠ ପିଢ଼ିର ଯୁଦ୍ଧ ବିମାନ ନିଜେ ବିକଶିତ କରିବା ପାଇଁ ବିଶ୍ଵର ବଡ଼ ବଡ଼ ଦେଶମାନଙ୍କ ସହ ଆଲୋଚନା କରୁଛି। ସଂସଦୀୟ ପ୍ରତିରକ୍ଷା କମିଟି ପ୍ରତିରକ୍ଷା ମନ୍ତ୍ରାଳୟକୁ ପରାମର୍ଶ ଦେଇଛନ୍ତି ଯେ ଭାରତକୁ ଏବେ ଷଷ୍ଠ ପିଢ଼ିର ଲଢ଼ୁଆ ବିମାନ ପାଇଁ ଏକ ସ୍ଥାୟୀ ରଣନୀତି ପ୍ରସ୍ତୁତ କରିବା ଦରକାର। ଭାରତ ଏହି ଟେକ୍ନୋଲୋଜି ପାଇଁ କେଉଁ ଦେଶମାନଙ୍କ ସହ ହାତ…

Read More