Author: TRUPTIMAYEE SAHOO

ଇରାନ ଯୁଦ୍ଧ ଯୋଗୁଁ ଦେଖା ଦେଇଛି ବିଶ୍ୱ ଶକ୍ତି ସଙ୍କଟ । ୨୮ ଫ୍ରେବୃଆରୀ ରେ ଆରମ୍ଭ ହୋଇଥିବା ଏହି ଯୁଧ୍ୟ ପାଇଁ ବିଶ୍ୱର ବିଭିର୍ଣ୍ଣ ରାଷ୍ଟ୍ରରେ ହୁ ହୁ ହୋଇ ବଢି ଚାଲିଛି ମାହାଙ୍ଗା । ତେବେ ଏନେଇ ପାକିସ୍ତାନ ସରକାର ଗୁରୁବାର ଇନ୍ଧନ ମୂଲ୍ୟରେ ପୁଣି କରିଛନ୍ତି ବ୍ୟାପକ ବୃଦ୍ଧି । ଏନେଇ ଦେଶର ପେଟ୍ରୋଲିୟମ୍ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କହିଛନ୍ତି । ତେବେ ନୂତନ ମୂଲ୍ୟ ପେଟ୍ରୋଲ ମୂଲ୍ୟରେ ୪୨.୭ ପ୍ରତିଶତ ଏବଂ ଡିଜେଲ ମୂଲ୍ୟରେ ୫୪.୯ ପ୍ରତିଶତ ବୃଦ୍ଧି ହୋଇଛି । “ଆଜି ନିଆଯାଇଥିବା ନିଷ୍ପତ୍ତି ହେଉଛି ଯେ , ଅନ୍ତର୍ଜାତୀୟ ବଜାର ଅନୁଯାୟୀ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ ନୂତନ ମୂଲ୍ୟ ୪୫୮.୪୦ ଟଙ୍କା (ଲିଟର ପିଛା ୧.୬୪ ଡଲାର) ହେବ, ଯାହା ଆସନ୍ତାକାଲି (ଶୁକ୍ରବାର) ଠାରୁ କାର୍ଯ୍ୟକାରୀ ହେବ । ଆମର ଶ୍ରମିକ ଏବଂ ସାଧାରଣ ପରିବହନ ପାଇଁ ଡିଜେଲର…

Read More