Author: Anasuya Das

ପ୍ରତିବର୍ଷ ନଭେମ୍ବର ୧୪ରେ ପାଳନ ହୁଏ ବିଶ୍ୱ ମଧୁମେହ ଦିବସ। ଏହା ମଧୁମେହ ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରେ ଏବଂ ସୁଲଭ ଯତ୍ନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଏ। ବିଶ୍ୱର ମଧୁମେହ ରାଜଧାନୀ ଭାବରେ ଜଣାଶୁଣା ଭାରତ ଏକ ବର୍ଦ୍ଧମାନ ଆହ୍ୱାନର ସମ୍ମୁଖୀନ ହୋଇଛି। ୧୦୧ ନିୟୁତ ଭାରତୀୟଙ୍କର ମଧୁମେହ ଥିବା ବେଳେ ୧୩୬ ନିୟୁତ ଲୋକ ପ୍ରାକ-ମଧୁମେହ ରୋଗୀ ବୋଲି ନିକଟରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ବିଶେଷକରି ଖାଦ୍ୟପେୟ ପରିବର୍ତ୍ତନ ଏବଂ ଆମେ ଖାଉଥିବା ଖାଦ୍ୟ ମାଧ୍ୟମରେ ପ୍ରଭାବଶାଳୀ ମଧୁମେହ ପରିଚାଳନା ରଣନୀତି ଗ୍ରହଣ କରିବାର ଗୁରୁତ୍ୱ ଉପରେ ଏହା ଆଲୋକପାତ କରେ । ଏଥିପାଇଁ ରକ୍ତ ଶର୍କରା ସ୍ତର ବଜାୟ ରଖିବାରେ ସାହାଯ୍ୟ କରୁଥିବା ତଥା ପ୍ରୋଟିନ, ଅସଂତୃପ୍ତ ଚର୍ବି ଏବଂ ଆହାରୀୟ ତନ୍ତୁ ଆଦି ୧୫ଟି ଜରୁରୀ ପୋଷକ ତତ୍ୱ ରହିଥିବା ଆଲମଣ୍ଡ…

Read More