Author: Anasuya Das

ଝାରଖଣ୍ଡରେ ପୁଣି ହେମନ୍ତ ସରକାର ୮୧ ଆସନରୁ ୫0ରେ ଆଗୁଆ ଇଣ୍ଡି ମେଣ୍ଟ ବିଜେପିକୁ କାଳ ହୋଇଛି ଅମିତ ଶାହଙ୍କ ପୋଡ଼ା ଟ୍ରାନ୍ସଫର୍ମର ମନ୍ତବ୍ୟ। ସବୁ ଅଙ୍କକୁ ଭୁଲ କରିଦେଇ ଝାରଖଣ୍ଡରେ ପୁଣି କ୍ଷମତା ବଜାୟ ରଖିବାକୁ ଯାଉଛି ହେମନ୍ତ ସରକାର। ନିର୍ବୋଚନ ପ୍ରଚାର ସମୟରେ ଅମିତ ଶାହ ହେମନ୍ତ ସୋରେନଙ୍କ ସରକାରକୁ ପୋଡା ଟ୍ରାନ୍ସଫର୍ମର କହିବା ସହ ତାକୁ ଉପାଡି ଫିଙ୍ଗିଦେବାକୁ କହିଥିଲେ। ଯାହା ବିଜେପିକୁ ବୁମେରାଂ ହୋଇଛି। ସବୁ ଏକଜିଟ ପୋଲ ଆକଳନକୁ ଭୁଲ ପ୍ରମାଣିତ କରି  ଜେଏମଏମ ପୁଣି କ୍ଷମତା ବଜାୟ ରଖିବାକୁ ଯାଉଛି। ବିଜେପିର ଚାଣକ୍ୟ ଆଖ୍ୟା ପାଇଥିବା ଅମିତ ଶାହ ତାଙ୍କ ପୂର୍ବ ଭୁଲରୁ କିଛି ଶିଖିନଥିବା ଏଥିରୁ ସ୍ପଷ୍ଟ ହେଉଛି। ୨୦୧୯ ମସିହା ନିର୍ବାଚନରେ ବି ଅମିତ ଶାହ ଓଡିଶାରେ ପ୍ରଚାର ସମୟରେ ନବୀନ ସରକାରଙ୍କୁ ମଧ୍ୟ ପୋଡା ଟ୍ରାନ୍ସଫର୍ମର ବୋଲି କହିବା ସହ ଉପାଡି ସମୁଦ୍ରକୁ ଫିଙ୍ଗିଦେବାକୁ ପ୍ରଚାର ସମୟରେ…

Read More