Author: TRUPTIMAYEE SAHOO

ଭାରତରେ ଏପରିବି ରାଜ୍ୟ ଅଛି , ଯେଉଁଠି ରାଜନୀତି କେବଳ ଭୋଟ୍ ପାଇଁ ନୁହେଁ, ବରଂ ଅସ୍ତିତ୍ୱ ପାଇଁ ଲଢ଼ାଯାଏ । ସେହି ରାଜ୍ୟ ହେଉଛି ‘ପଶ୍ଚିମବଙ୍ଗ’। ୨୦୨୧ ର ସେହି ହାଇ-ଭୋଲଟେଜ୍ ଲଢ଼େଇ ପରେ ଏବେ ସମସ୍ତଙ୍କ ନଜର ୨୦୨୬ ବିଧାନସଭା ନିର୍ବାଚନ ଉପରେ । କଣ ଦିଦି ପୁଣିଥରେ ନିଜର ‘ମା-ମାଟି-ମାନୁଷ’ ସ୍ଲୋଗାନରେ ବଙ୍ଗଳା ଦଖଲ କରିବେ ? ନା ବିଜେପି ଏବଂ ଆରଏସଏସର ମିଳିତ ରଣନୀତି ‘ସୋନାର ବାଂଲା’ର ସ୍ୱପ୍ନକୁ ସାକାର କରିବ ? କ’ଣ ରହିଛି ୨୦୨୬ ପାଇଁ ବିଜେପି-ଆରଏସଏସ ବନାମ ଟିଏମସିର ସମ୍ପୂର୍ଣ୍ଣ ରୋଡ୍ ମ୍ୟାପ୍ ? ପଶ୍ଚିମବଙ୍ଗର ରାଜନୀତି ଏବେ ଏକ ନୂଆ ମୋଡ଼ରେ । ଗୋଟିଏ ପଟେ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ଏବଂ କଲ୍ୟାଣକାରୀ ଯୋଜନା, ଅନ୍ୟପଟେ ଭ୍ରଷ୍ଟାଚାର ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀଙ୍କ ଘେରାବନ୍ଦୀ । ୨୦୨୬ ନିର୍ବାଚନ କେବଳ ଏକ ସାଧାରଣ ନିର୍ବାଚନ ନୁହେଁ, ଏହା…

Read More