Author: TRUPTIMAYEE SAHOO

ଭାରତୀୟ ସଂସଦର ଇତିହାସରେ ଆଜି ଏକ ଏମିତି ଅଧ୍ୟାୟ ଲେଖାଯାଇଛି, ଯାହା ଆଗାମୀ ୨୦ ବର୍ଷ ପାଇଁ ବିରୋଧୀଙ୍କ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଏମିତି ‘ମାଷ୍ଟରଷ୍ଟ୍ରୋକ’ ଖେଳିଛନ୍ତି, ଯାହା କେବଳ ମହିଳା ଆରକ୍ଷଣ ନୁହେଁ, ବରଂ ଜାତିବାଦ ଏବଂ କ୍ଷେତ୍ରବାଦର ରାଜନୀତି କରୁଥିବା ଦଳମାନଙ୍କ ପାଇଁ “The End” ବୋଲି କୁହାଯାଉଛି। ତେବେ କିପରି ସଂସଦରେ ଅମିତ ଶାହା ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା? କାହିଁକି ମମତା ବାନାର୍ଜୀ ଏବଂ ଆରଜେଡି ପରି ଦଳମାନେ ମହିଳା ଆରକ୍ଷଣ ବିଲ୍‌କୁ ନେଇ ଭୟଭୀତ ଅଛନ୍ତି? ଆଉ ସବୁଠାରୁ ବଡ଼ କଥା, ୨୦୨୯ ପରେ ଭାରତର ସଂସଦ କେମିତି ଦେଖାଯିବ? ସଂସଦରେ ଏହି ଦୃଶ୍ୟ ଅତ୍ୟନ୍ତ ରୋଚକ ଥିଲା । ବିଜେପି ପୂରା ପ୍ରସ୍ତୁତି ସହ ଆସିଥିବା ବେଳେ ବିରୋଧୀ ନିଜ ନିଜର ପୁରୁଣା ଏଜେଣ୍ଡାରେ ଛନ୍ଦି ହୋଇ…

Read More