Author: Anasuya Das

Tiger: ଓଡ଼ିଶା ସରକାର ଶିମିଳିପାଳକୁ ସର୍ବବୃହତ ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କରିଛନ୍ତି। ୮୪୫.୭୦ ବର୍ଗ କିଲୋମିଟର ବିଶିଷ୍ଟ ଏହି ଅଭୟାରଣ୍ୟରେ ବିରଳ ମିଲିନଷ୍ଟିକ ବାଘ ସମେତ ଅନନ୍ୟ ଜୈବ ବିବିଧତା ରହିଛି। ନିକଟରେ ଏକ ବିଜ୍ଞପ୍ତି ଜାରି କରି ଓଡ଼ିଶା ସରକାର ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରିବା ସହ ମୟୂରଭଞ୍ଜ ଜିଲ୍ଲାର ୮୪୫.୭୦ ବର୍ଗ କିଲୋମିଟର ପରିବ୍ୟାପ୍ତ ରାଜ୍ୟର ସବୁଠାରୁ ନୂତନ ଓ ବୃହତ୍ତମ ଜାତୀୟ ଉଦ୍ୟାନ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି। ୬୦ ଦିନର ବୈଧାନିକ ପ୍ରକ୍ରିୟା ପରେ ଚୂଡ଼ାନ୍ତ ହୋଇଥିବା ଏହି ମାନ୍ୟତା ରାଜ୍ୟର ସର୍ବବୃହତ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳକୁ ଭିତରକନିକା ପରେ ଦ୍ୱିତୀୟ ଜାତୀୟ ଉଦ୍ୟାନରେ ପରିଣତ କରିଛି। ମୁଖ୍ୟ ବୈଶିଷ୍ଟ୍ୟ ଏବଂ ମହତ୍ତ୍ୱ ଦେଶର ୧୦୭ତମ ଶିମିଳିପାଳ ଜାତୀୟ ଉଦ୍ୟାନ ୧୯୭୩ ମସିହାରେ ପ୍ରୋଜେକ୍ଟ ଟାଇଗର ଅଧୀନରେ ସ୍ଥାପିତ ୨,୭୫୦ ବର୍ଗ କିଲୋମିଟର ବିଶିଷ୍ଟ ଶିମିଳିପାଳ ବ୍ୟାଘ୍ର…

Read More