Author: TRUPTIMAYEE SAHOO

ପ୍ରୋଫଲୋ-ୟୁକୁ ନେଇ ସାଉଁଟୁଛି ପ୍ରଶଂସା ଓଡ଼ିଶାରେ ଥିବା ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) ପ୍ରାଇଭେଟ୍ ଲିମିଟେଡ୍ ଭାରତୀୟ ଷ୍ଟାର୍ଟଅପ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜର ପ୍ରୋଫଲୋ-ୟୁ ନାମକ ପ୍ରଡକ୍ଟ ଯୋଗୁଁ ଏହା ସବୁଆଡ଼ୁ ପ୍ରଶଂସା ପାଉଛି । ପ୍ରୋଫଲୋ-ୟୁ କିଡନୀର କାର୍ଯ୍ୟକାରିତାକୁ ତଦାରଖ କରିପାରୁଥିବା ଏକ ସ୍ୱାସ୍ଥ୍ୟ ଯାଞ୍ଚକାରୀ ଯନ୍ତ୍ର, ଯାହାକୁ ଲୋକମାନେ ନିଜେ ବ୍ୟବହାର କରିପାରିବେ।  ଏହା ଦ୍ୱାରା  ଠିକ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ସମ୍ଭବ ହୋଇଥାଏ । ଆଇରା: ବିଭିନ୍ନ ବାୟୋସେନ୍ସିଂ ଆପ୍ଲିକେସନ୍ ପାଇଁ ବିକଶିତ କେତେକ ନାନୋସେନ୍ସର, ଯାହାକି ବିଭିନ୍ନ ଜୈବିକ ଲକ୍ଷଣର ଚିହ୍ନଟ ଏବଂ ତଦାରଖ ବୃଦ୍ଧି କରେ । ଏମ୍ବାର୍ଗୋ ହେଉଛି ଅଲଟ୍ରା ସ୍ପାର୍ସ ବାୟୋମାର୍କର୍ସକୁ ମାପିବା ପାଇଁ ଅତ୍ୟାଧୁନିକ ସ୍ପେକ୍ଟ୍ରୋସ୍କୋପ । ଏହା ଦ୍ୱାରା ଅତି ସଂବେଦନଶୀଳ ଚିହ୍ନଟ ପ୍ରକ୍ରିୟାକୁ ନିର୍ଭୁଲ କରିବାରେ ସହାୟକ ହୋଇଥାଏ । ଏ କ୍ଷେତ୍ରରେ ଏହି ଷ୍ଟାର୍ଟଅପଟି ଏକ ଐତିହାସିକ ସଫଳତା ପାଇଛି ।…

Read More