Author: TRUPTIMAYEE SAHOO

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି । ଏକ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ବିକଶିତ ହୋଇଛି ଯାହା ଅଚଳ ଯୁଦ୍ଧାସ୍ତ୍ରକୁ ସଠିକ୍-ନିର୍ଦ୍ଦେଶିତ ଯୁଦ୍ଧାସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ । କଥା ହେଉଛି ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ (TARA) ସିଷ୍ଟମ କୁ ନେଇ ଯାହା ଏବେ ସୁରକ୍ଷା ବାହିନୀର ଶକ୍ତିକୁ ଆଉ ଏକ ସ୍ତରକୁ ନେଇ ଯାଇଛି । ଏହା ଏକ ମଡ୍ୟୁଲାର୍ ରେଞ୍ଜ ଏକ୍ସଟେନ୍ସନ୍ କିଟ୍ ଯାହା କିଛି ସେକେଣ୍ଡ ମଧ୍ୟରେ ଶତ୍ରୁ ର ପ୍ରାଣଘାତି ଆକ୍ରମଣକୁ ଧୂଳିରେ ପରିଣତ କରିବାରେ ସକ୍ଷମ । ହାଇଦ୍ରାବାଦ ସ୍ଥିତ ଏକ ଗବେଷଣା କେନ୍ଦ୍ର ବିଭିନ୍ନ DRDO ପ୍ରୟୋଗଶାଳା ସହିତ ସହଯୋଗରେ TARA କୁ ବିକଶିତ ଓ ପରୀକ୍ଷଣ କରାଯାଇଛି ।  DRDO ସଫଳ ପରୀକ୍ଷଣ ଘୋଷଣା କରିଛି Maiden flight-trial of Tactical Advanced Range Augmentation (TARA) weapon was successfully conducted off…

Read More