Author: TRUPTIMAYEE SAHOO

ସମଗ୍ର ଦିଲ୍ଲୀ-ଏନସିଆରରେ ପ୍ରାକୃତିକ ଗ୍ୟାସ (ସିଏନଜି) ର କମ ଷ୍ଟକକୁ ନେଇ ପୁଣି ଥରେ ବଢିଛି ଦାମ । ରବିବାର ଠାରୁ କିଲୋ ପିଛା ମୂଲ୍ୟ ୧ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ରବିବାର ଠାରୁ କାର୍ଯ୍ୟକାରୀ ଏହି ନିୟମ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ପାଇଁ ବୃଦ୍ଧି ହୋଇଛି । ସଂଶୋଧନ ପରେ, ଦିଲ୍ଲୀରେ ସିଏନଜିର ମୂଲ୍ୟ ଏବେ ୮୦.୦୯ ଟଙ୍କା ପ୍ରତି କିଲୋ ରହିଛି । ନୋଏଡା ଏବଂ ଗାଜିଆବାଦରେ, ମୂଲ୍ୟ କିଲୋ ପିଛା ୮୮.୭୦ ଟଙ୍କାକୁ ବୃଦ୍ଧି ପାଇଛି। ୧୫ ମଇରେ ଦର ୨ ଟଙ୍କା ପ୍ରତି କିଲୋ ବୃଦ୍ଧି କରାଯିବା ପରେ ଏହା ଆସିଛି । ସଦ୍ୟତମ ବୃଦ୍ଧି ସହିତ ୪୮ ଘଣ୍ଟା ମଧ୍ୟରେ ସିଏନଜିର ମୂଲ୍ୟ ମୋଟ ୩ ଟଙ୍କା ପ୍ରତି କିଲୋ ବୃଦ୍ଧି ପାଇଛି। ଶୁକ୍ରବାର ପୂର୍ବରୁ, କେନ୍ଦ୍ର ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩ ଟଙ୍କା ପ୍ରତି ଲିଟର…

Read More