Author: TRUPTIMAYEE SAHOO

ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ୫୦ ସ୍କ୍ୱାଡ଼ ପ୍ରସ୍ତୁତ  ୪୨୭୮ଟି ଅଗ୍ନିଶମ ଲାଇନ୍ ସୃଷ୍ଟି ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଗରମ ପାଖେଇ ଆସୁଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ ପାଇଁ ୫୦ଟି ଦମକଳ ବାହିନୀ ପ୍ରସ୍ତୁତ କରାଯାଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ହଟସ୍ପଟ୍ ଥିବା ମୟୂରଭଞ୍ଜର ଜଙ୍ଗଲ ଓ ଜିଲ୍ଲା ପ୍ରଶାସନ ପାଇଁ ଗତ ୪ ବର୍ଷ ହେଲା ଜଙ୍ଗଲ ନିଆଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏଥର ଆଗୁଆ ପ୍ରସ୍ତୁତି କରି ବନ ବିଭାଗ ପକ୍ଷରୁ ଏସଟିଆର ନିକଟବର୍ତ୍ତୀ ଅଞ୍ଚଳରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ) ସଦସ୍ୟଙ୍କ ସହାୟତାରେ ସଚେତନତା ଅଭିଯାନ କରାଯାଇଥିଲା। ଏହାକୁ ଏସଟିଆର୍ ଦକ୍ଷିଣ, ବାରିପଦା ଆଞ୍ଚଳିକ ଓ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନରେ ବିସ୍ତାର କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏସଟିଆରର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର…

Read More