Author: TRUPTIMAYEE SAHOO

Health: ଖୁବଶୀଘ୍ର ୫ ହଜାର ଡାକ୍ତର ପଦବୀ ପୂରଣ ହେବ: ମୁଖ୍ୟମନ୍ତ୍ରୀ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ସୁସ୍ଥ ଓ ସବଳ ଭବିଷ୍ୟତ ପାଇଁ ଚାଲିଥିବା ଅଭିଯାନ ସହ ତାଳ ଦେଇ ଓଡ଼ିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ଉନ୍ନତି ଓ ସଂସ୍କାର ଆଣୁଛନ୍ତି । ଏଥିସହ ସରକାର ରାଜ୍ୟବାସୀଙ୍କ ପାଇଁ ଏକ ସୁସ୍ଥ ଏବଂ ସମତାପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉତ୍ତମ ଏବଂ ପୁନଃପ୍ରୟୋଗଭିତ୍ତିକ କାର୍ଯ୍ୟଶୈଳୀ ଏବଂ ଅଭିନବୀକରଣ’ ଉପରେ ଆୟୋଜିତ ନବମ ଜାତୀୟ ଶିଖର ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟରେ ଚାଲିଥିବା ସ୍ୱାସ୍ଥ୍ୟ ଅଭିଯାନର ସଫଳତା ପାଇଁ ସହାୟକ ହେବ ଏବଂ ଜାତୀୟ ସ୍ୱାସ୍ଥ୍ୟ ସେବା…

Read More