Author: TRUPTIMAYEE SAHOO

pakhala: ଚ୍ୟାଲେଞ୍ଜରେ ଓଡ଼ିଆ ଅସ୍ମିତାର ପରିଚୟ ପଖାଳ ଥାଳି  ଓ ସାତ୍ତ୍ଵିକ ମନ୍ଦିର ଖାଦ୍ୟ ଓଡ଼ିଶାର ସମୃଦ୍ଧ ପାରମ୍ପରିକ ବ୍ୟଞ୍ଜନ ଓ ଖାଦ୍ୟ ପ୍ରସ୍ତୁତି ଶୈଳୀକୁ ଜାତୀୟ ସ୍ତରରେ ଲୋକପ୍ରିୟ କରିବା ନିମନ୍ତେ ସୋନି ଟିଭି ଚ୍ୟାନେଲରେ ପ୍ରସାରିତ ସେଲେବ୍ରିଟି ମାଷ୍ଟରସେଫର ବିଶେଷ କାର୍ଯ୍ୟକ୍ରମରେ ସେଫ ପ୍ରତିଯୋଗୀମାନେ ସ୍ଵତନ୍ତ୍ର ଓଡ଼ିଶା ଖାଦ୍ୟ ପ୍ରସ୍ତୁତ ଓ ପରିବେଷଣ କରିବେ । ପ୍ରଥମ ଥର ପାଇଁ ଓଡ଼ିଆ  ଅସ୍ମିତାର ପରିଚୟ ପଖାଳ ଥାଳି ଏବଂ ପବିତ୍ର ମନ୍ଦିର ଖାଦ୍ୟକୁ ପରିବେଷଣ କରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଆ ଖାଦ୍ୟ ପରମ୍ପରାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଦର୍ଶକଙ୍କ ନିକଟରେ ଉପସ୍ଥାପନ କରାଯିବ । ଏହି ପରିପ୍ରେକ୍ଷୀରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋନି ଟିଭିରେ ପ୍ରସାରିତ ସେଲିବ୍ରିଟି ମାଷ୍ଟରସେଫ ଇଣ୍ଡିଆର ଓଡ଼ିଶା ଖାଦ୍ୟ ଚ୍ୟାଲେଞ୍ଜ ସହିତ ଫାଇନାଲରେ ପହଞ୍ଚିଥିବା ସମସ୍ତ ପ୍ରତିଭାବାନ ସେଲେବ୍ରିଟି ସେଫକୁ ଅଭିନନ୍ଦନ ଜଣାଇଛନ୍ତି । ପଖାଳ ଠାରୁ ଆରମ୍ଭ କରି ପବିତ୍ର…

Read More