Author: TRUPTIMAYEE SAHOO

Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ସେମାନେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ୱାଶିଂଟନ ସହ ବୁଝାମଣା କରିବାରେ ବିଫଳ ହୁଅନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ତେହେରାନ ତା’ର ପରମାଣୁ କାର୍ଯ୍ୟକ୍ରମ କୁ ନେଇ କୌଣସି ବୁଝାମଣାରେ ପହଞ୍ଚିବାକୁ ମନା କରେ ତେବେ ସେ ଇରାନ ଉପରେ ବୋମା ମାଡ଼ କରିବାକୁ ବିଚାର କରିବେ। ଏନବିସି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ଯଦି ସେମାନେ ଚୁକ୍ତି ନ କରନ୍ତି, ତେବେ ବୋମା ମାଡ଼ ହେବ। ଏହା ସେହି ବୋମା ମାଡ଼ ହେବ ଯାହା ସେମାନେ ପୂର୍ବରୁ କେବେ ଦେଖି ନଥିବେ। ସେ ଇରାନ ଉପରେ ଦ୍ୱିତୀୟ ଶୁଳ୍କ ଲାଗୁ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଠାରୁ ଚିଠି ପାଇବା ପରେ ଇରାନ ଆମେରିକା ସହ ସିଧାସଳଖ କଥାବାର୍ତ୍ତା କରିବାକୁ ମନା…

Read More