Author: TRUPTIMAYEE SAHOO

SBI ATM: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୨୦୨୫ ଫେବ୍ରୁଆରି ପହିଲାରୁ ଏଟିଏମ୍ କାରବାର ନିୟମରେ ସଂଶୋଧନ ଆଣିଛି। ସଞ୍ଚୟ ଖାତା ପାଇଁ ମାଗଣା ଟ୍ରାଞ୍ଜାକସନ ସୀମାରେ ପରିବର୍ତ୍ତନ ହେବ । ଏସବିଆଇ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମ ଜରିଆରେ ହେଉଥିବା ଉଭୟ ଆର୍ଥିକ ଓ ଅଣ-ଆର୍ଥିକ କାରବାର ଉପରେ ଏହି ପରିବର୍ତ୍ତନ ପ୍ରଭାବ ପକାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏହାର ଏଟିଏମ୍ ଟ୍ରାଞ୍ଜାକସନ୍ ଚାର୍ଜ ଏବଂ ବିଭିନ୍ନ ପ୍ରକାର ଆକାଉଣ୍ଟ ପାଇଁ ମାଗଣା ବ୍ୟବହାର ସୀମାକୁ ୨୦୨୫ ଫେବ୍ରୁଆରି ପହିଲାରୁ ସଂଶୋଧନ କରିଛି। ସଂଶୋଧିତ ଢାଞ୍ଚାର ଲକ୍ଷ୍ୟ ହେଉଛି ଫି ସ୍ଲାବ୍ କୁ ସରଳ କରିବା, ଡିଜିଟାଲ ବ୍ୟାଙ୍କିଂକୁ ପ୍ରୋତ୍ସାହିତ କରିବା ଏବଂ ମେଟ୍ରୋ ଏବଂ ଅଣ-ମେଟ୍ରୋ ସ୍ଥାନରେ ବ୍ୟବହାର ସୀମାକୁ ମାନକକରିବା । ମାଗଣା ସୀମା ପରେ କ’ଣ ପରିବର୍ତ୍ତନ ହେଉଛି, ଏହା କାହାକୁ ପ୍ରଭାବିତ କରୁଛି ଏବଂ ଆପଣ କେତେ ଦେୟ ଦେଉଛନ୍ତି ସେ ବିଷୟରେ…

Read More