Author: TRUPTIMAYEE SAHOO

Supreme Court : ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ପିଭି ସଞ୍ଜୟ କୁମାର ଏବଂ ଜଷ୍ଟିସ କେଭି ବିଶ୍ୱନାଥନ ମଧ୍ୟ ରହିବେ। ୱାକଫ (ସଂଶୋଧନ) ଆଇନ, ୨୦୨୫କୁ ଚ୍ୟାଲେଞ୍ଜ କରୁଥିବା ୧୦ଟି ଆବେଦନର ଶୁଣାଣି ଏପ୍ରିଲ ୧୬ରେ ହେବ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଜଷ୍ଟିସ ପିଭି ସଞ୍ଜୟ କୁମାର ଏବଂ ଜଷ୍ଟିସ କେଭି ବିଶ୍ୱନାଥନ ମଧ୍ୟ ରହିବେ। ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍)ର ସାଂସଦ ଅସଦୁଦ୍ଦିନ ଓୱେସି ଏହି ମାମଲାରେ ଲିଡ୍ ପିଟିସନ୍ ଦାଖଲ କରିଛନ୍ତି। ଏହି ମାମଲା ଆଇଟମ୍ ୧୩ ଭାବରେ ତାଲିକାଭୁକ୍ତ ହୋଇଛି। ୱାକଫ୍ (ସଂଶୋଧନ) ଆଇନକୁ ଏପ୍ରିଲ ୫ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା। ଏହି ଆଇନରେ ଓ୍ଵାକଫ୍ ସମ୍ପତ୍ତିର ନିୟନ୍ତ୍ରଣ ପାଇଁ ଓ୍ଵାକଫ୍ ଆଇନ, ୧୯୯୫ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ୱାକଫ୍ ହେଉଛି ଇସ୍ଲାମିକ ଆଇନ ଅନୁଯାୟୀ କେବଳ ଧାର୍ମିକ…

Read More