Author: TRUPTIMAYEE SAHOO

୧୨ ଜୁନରେ ଅହମଦାବାଦରେ ଏୟାର ଇଣ୍ଡିଆର ଫ୍ଲାଇଟ ଏଆଇ-୧୭୧ ଦୁର୍ଘଟଣାରେ ୨୭୦ ଜଣଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣା ଉପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି)ର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଯଦିଓ ଏହା ଏକ ପ୍ରାଥମିକ ରିପୋର୍ଟ, ଏବଂ ବିସ୍ତୃତ ରିପୋର୍ଟରେ ସବୁ କିଛି ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଆଶ୍ଚର୍ଯ୍ୟଜନକ ଭାବେ, ରିପୋର୍ଟ ସାର୍ବଜନୀନ ହେବା ପୂର୍ବରୁ ହିଁ ଆମେରିକୀୟ ମିଡିଆ ଏହି ଦୁର୍ଘଟଣାର ସମସ୍ତ ଦୋଷ ମୃତ ପାଇଲଟମାନଙ୍କ ଉପରେ ପକାଇବା ଆରମ୍ଭ କରିଦେଇଥିଲା । ଏହା ସନ୍ଦେହ ସୃଷ୍ଟି କରୁଛି ଯେ ଏଥିପାଇଁ କୌଣସି ବଡ଼ ଷଡ଼ଯନ୍ତ୍ର ହୋଇଥାଇ ପାରେ । ସମ୍ଭବତଃ ଏହା ପଛରେ ଡଲାର ପାୱାର ମଧ୍ୟ ଥାଇପାରେ । ଏହି ଆଶଙ୍କା ଏଭିଏସନ ବିଶେଷଜ୍ଞଙ୍କ ତରଫରୁ ମଧ୍ୟ ବ୍ୟକ୍ତ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନର ଇନ୍ଧନ…

Read More