Author: TRUPTIMAYEE SAHOO

ଭାରତର ଏକ ବଡ଼ ଜନସଂଖ୍ୟା ଗାଁରେ ରହୁଛନ୍ତି । ଏପରି ପରିସ୍ଥିତିରେ ସାପ କାମୁଡ଼ିଲେ ଗ୍ରାମାଞ୍ଚଳରେ ଥିବା ଲୋକଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡୁଛି । ହୁବଲ୍ଲୀର କର୍ଣ୍ଣାଟକ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (କିମ୍ସ)ର ଡାକ୍ତରମାନେ ସାପ କାମୁଡ଼ିଥିବା ଲୋକଙ୍କ ପାଇଁ ଏକ ସଞ୍ଜୀବନୀ ଖୋଜିଛନ୍ତି । କିମ୍ସ ଦାବି କରିଛି ଯେ ସେମାନେ ଦେଶରେ ପ୍ରଥମ ଥର ପାଇଁ ସାପ କାମୁଡ଼ିବା ପାଇଁ ଉନ୍ନତ ଚିକିତ୍ସାର ଆବିଷ୍କାର କରିଛନ୍ତି । ରକ୍ତ ପରୀକ୍ଷା ମାଧ୍ୟମରେ ଚିକିତ୍ସା କରିବାର ପଦ୍ଧତି ଆବିଷ୍କୃତ ହୋଇଛି । ସାପ କାମୁଡ଼ିଥିବା ଲୋକଙ୍କ ଶରୀରରେ ବିଷର ତୀବ୍ରତା ଜାଣିବା ପାଇଁ ଗବେଷଣା କରାଯାଇଛି ଏବଂ ରକ୍ତ ମାଧ୍ୟମରେ ବିଷର ତୀବ୍ରତା ଜାଣି ଚିକିତ୍ସା ପ୍ରଦାନ କରିବାର ପଦ୍ଧତି ଆବିଷ୍କୃତ ହୋଇଛି । କିମ୍ସର ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ୟୁନିଟର ବିଶେଷଜ୍ଞ ଡାକ୍ତରମାନଙ୍କ ଗବେଷଣା ଦେଶର ଧ୍ୟାନ ଆକର୍ଷଣ କରିଛି । ଏହି ନୂଆ ପଦ୍ଧତି ଦ୍ୱାରା…

Read More