Author: TRUPTIMAYEE SAHOO

ବିବାହ, ଜନ୍ମଦିନ, ରକ୍ଷାବନ୍ଧନ ହେଉ ବା କିଛି ବିଶେଷ ଦିନରେ ‘ରିଙ୍ଗ୍ ୱାଚ୍’ ଉପହାର ଦେବା ଏବେ ଟ୍ରେଣ୍ଡ୍ ହୋଇଛି । ‘ରିଙ୍ଗ୍ ୱାଚ୍’ ନିଜ ଆଙ୍ଗୁଳିର ମାପ ଅନୁସାରେ ଆସିଯାଉଛି । ସ୍ମାର୍ଟ ୱାଚ୍ ଭଳି ଏଥିରେ ମଧ୍ୟ ପସନ୍ଦ ସେନ୍‌ସର ରହୁଛି । ହାତଘଣ୍ଟା ବା ଘଡ଼ି ସମୟ ଜଣେଇ ଦେଉଥିବା ଏହି ଯନ୍ତ୍ରଟି ଘରେ କାନ୍ଥରୁ ଟେବୁଲ୍ ପର୍ଯ୍ୟନ୍ତ ଶୋଭା ବଢ଼ାଇ ଆସିଥାଏ । ଦାମୀ ପୋଷାକ ଭଳି ହାତର ମଣିବନ୍ଧରେ ବି ଶୋଭା ପାଇଆସୁଛି । ଏକଦା ଏହି ଘଣ୍ଟା ଅଣ୍ଟାରେ ଝୁଲୁଥିଲା । ସମୟକ୍ରମେ ଅଣ୍ଟାରୁ ମଣିବନ୍ଧକୁ ଘଣ୍ଟା ଯାତ୍ରା କରିଛି । ଦିନ ଥିଲା, ଘଣ୍ଟାଟିଏ ଆଭିଜାତ୍ୟର ସଂକେତ ବା ଚିହ୍ନ ଭାବେ ପରିଗଣିତ ହେଉଥିଲା । ଧନୀଲୋକମାନେ ବି ଘଣ୍ଟାର ବ୍ୟବହାର କରିପାରୁଥିଲେ । ବିବାହ ସମୟରେ କନ୍ୟାପକ୍ଷରୁ ଯୌତୁକରେ ବର ପାଇଁ ହାତଘଣ୍ଟା ଦିଆଯାଉଥିଲା । ପରେ ସମୟ ବଦଳିଗଲା…

Read More