Author: TRUPTIMAYEE SAHOO

ଶେଖ ହାସିନାଙ୍କୁ ବାଂଲାଦେଶରେ ପ୍ରଧାନମନ୍ତ୍ରୀ ପଦରୁ ହଟିବାର ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି । ସେତେବେଳେ ହାସିନା ହେଲିକପ୍ଟର ଯୋଗେ ଭାରତକୁ ପଳାଇ ଆସିଥିଲେ। ସେବେଠାରୁ ସେ ଭାରତରେ ରହୁଛନ୍ତି। ଯେତେବେଳେ ହାସିନା ବାଂଲାଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ସେ ଅଭିଯୋଗ କରିଥିଲେ ଯେ ତାଙ୍କ ଦେଶରେ ହୋଇଥିବା ବିଦ୍ରୋହ ପଛରେ ଆମେରିକାର ହାତ ଥିଲା ଏବଂ ଏହା ଏହି କାରଣରୁ ହୋଇଥିଲା ଯେ ଆମେରିକା ତାଙ୍କ ଏକ ଦ୍ୱୀପରେ ସାମରିକ ଅଡ୍ଡା ନିର୍ମାଣ ପାଇଁ ଦାବି କରୁଥିଲା, ଯାହାକୁ ସେ ଦେଇନଥିଲେ। ଏହାର ପରିଣାମରେ ତାଙ୍କୁ ପଦରୁ ହଟାଯାଇଥିଲା। ଏବେ ଏହି ଦ୍ୱୀପକୁ ଆସିବା ଉପରେ ନିଷେଧାଜ୍ଞା ଲାଗୁ ହୋଇଛି। ଏବେ ଖବର ଆସୁଛି ଯେ ବାଂଲାଦେଶର ବର୍ତ୍ତମାନର ଅନ୍ତରୀଣ ସରକାର ଏହାକୁ ଆମେରିକାକୁ ଦେବାକୁ ଯାଉଛନ୍ତି। ଏହି ଅନ୍ତରୀଣ ସରକାରର ମୁଖ୍ୟ ମୋହାମ୍ମଦ ୟୁନୁସ। ଏହି ଦ୍ୱୀପ ପାଇଁ ହାସିନା ହୋଇଥିଲେ ଗାଦିଚ୍ୟୁତ ଏହି ଦ୍ୱୀପର ନାମ…

Read More