Author: TRUPTIMAYEE SAHOO

ପୃଥିବୀରେ ପ୍ରଥମେ କିଏ ଆସିଲା କୁକୁର ନା ମଣିଷ ? ଏହି ପ୍ରଶ୍ନ ବାରମ୍ବାର ପଚରାଯାଏ, ଏହା ଉପରେ ଅନେକ ଗବେଷଣା ମଧ୍ୟ ହୋଇଛି। ଆଉ ଏହା ମଧ୍ୟ ଯେ ଯଦି କୁକୁରମାନେ ଅଦୃଶ୍ୟ ହୋଇଯାନ୍ତି, ତେବେ ପୃଥିବୀ କିପରି ବଦଳିଯିବ। କୁକୁର ପ୍ରେମୀମାନେ ଦାବି କରନ୍ତି ଯେ, ମଣିଷ ଆଗରୁ ଏହି ଗ୍ରହ ଉପରେ କୁକୁରଙ୍କ କବଜା ଥିଲା । କୁକୁରମାନେ ଏହି ପୃଥିବୀକୁ ପ୍ରଥମେ ଆସିଥିଲେ, ମଣିଷ ସେମାନଙ୍କ ଜମି ହଡ଼ପ କରିନେଇଛି। ମାନବ ଇତିହାସ ଏ ବିଷୟରେ କ’ଣ କହୁଛି ଜାଣନ୍ତୁ। ଏହା କ’ଣ ସତରେ ସତ୍ୟ? ଏହା ନେଇ ଅନେକ ବୈଜ୍ଞାନିକ ଗବେଷଣା ହୋଇଛି। ବାସ୍ତବରେ କୁକୁରମାନେ ଏବେ ନୁହେଁ, ହଜାର ହଜାର ବର୍ଷ ଧରି ମଣିଷର ସାଙ୍ଗ ହୋଇ ରହିଛନ୍ତି। ଏହା ଏକ ଅତ୍ୟନ୍ତ ରୋଚକ ପ୍ରଶ୍ନ। ଯଦିଓ ଏହି ପ୍ରଶ୍ନ ଏତେ ସରଳ ନୁହେଁ, ଏଥିରେ କିଛି ଜଟିଳତା ଅଛି, କିନ୍ତୁ ଏହାର…

Read More