Author: TRUPTIMAYEE SAHOO

ଗତ ବର୍ଷ ମେ ୬-୭ ମଧ୍ୟରାତ୍ରିରେ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୁର’ର ଏକ ଅଂଶ ଭାବରେ କରାଯାଇଥିବା ଆକ୍ରମଣ ସମୟରେ ପାକିସ୍ତାନର ଚୀନ୍ ନିର୍ମିତ ଅନେକ ଲଢ଼ୁଆ ବିମାନ ଏବଂ କ୍ଷେପଣାସ୍ତ୍ର ନଷ୍ଟ ହୋଇଯାଇଥିଲା । ଏଥିମଧ୍ୟରେ ଏକ ଚୀନ୍ ନିର୍ମିତ PL-15E ସକ୍ରିୟ ରାଡାର-ନିର୍ଦ୍ଦେଶିତ କ୍ଷେପଣାସ୍ତ୍ର ଥିଲା । ସେହି ସମୟରେ, ଏହି କ୍ଷେପଣାସ୍ତ୍ର ଭାରତୀୟ ପଞ୍ଜାବ ରାଜ୍ୟର ହୋସିଆରପୁର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେତେବେଳେ ଏହା ଉଲ୍ଲେଖ କରାଯାଇଥିଲା ଯେ ଏହି କ୍ଷେପଣାସ୍ତ୍ରର ଯେକୌଣସି ଅଂଶର ପୁନରୁଦ୍ଧାର ; ଯାହାକୁ ଚୀନ୍‌ର ସବୁଠାରୁ ଉନ୍ନତ ଆକାଶ ବାହିନୀର ଅସ୍ତ୍ରଶସ୍ତ୍ର ଭାବରେ ବିବେଚନା କରାଯାଏ ତାହା କେବଳ ଭାରତୀୟ ଅଧିକାରୀମାନଙ୍କ ପାଇଁ ନୁହେଁ ବରଂ ସେମାନଙ୍କର ସହଯୋଗୀ ଏବଂ ଅଂଶୀଦାରମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଏବେ, ଭାରତ ସଫଳତାର ସହ ଏହି ଚୀନ୍ କ୍ଷେପଣାସ୍ତ୍ର, PL-15E ର ରହସ୍ୟ ଖୋଲି ଦେଇଛି ।…

Read More