Author: TRUPTIMAYEE SAHOO

କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ସମୟରେ ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ଏକ ଚିଠି ଲେଖିଛନ୍ତି। ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ ସମ୍ବୋଧିତ ତାଙ୍କ ଚିଠିରେ, CRPF VVIP ସୁରକ୍ଷା ମୁଖ୍ୟ ସୁନୀଲ ଜୁନ୍ ଅଭିଯୋଗ କରିଛନ୍ତି ଯେ ରାହୁଲ ତାଙ୍କ ସୁରକ୍ଷାକୁ “ଗମ୍ଭୀରତାର ସହିତ” ନେଉନାହାଁନ୍ତି କାରଣ ସେ ପ୍ରାୟତଃ “କାହାକୁ ନ ଜଣାଇ” ବିଦେଶ ଯାତ୍ରା କରୁଥିଲେ। CRPF ଅଧିକାରୀ ରାହୁଲ ଗାନ୍ଧୀଙ୍କ ଇଟାଲୀ (ଡିସେମ୍ବର ୩୦ ରୁ ଜାନୁଆରୀ ୯), ଭିଏତନାମ (ମାର୍ଚ୍ଚ ୧୨ ରୁ ୧୭ ), ଦୁବାଇ (ଏପ୍ରିଲ ୧୭  ରୁ ୨୩), କାତାର (ଜୁନ୍ ୧୧ ରୁ ୧୮), ଲଣ୍ଡନ (ଜୁନ୍ ୨୫ ରୁ ଜୁଲାଇ ୬ ) ଏବଂ ମାଲେସିଆ (ସେପ୍ଟେମ୍ବର ୪ ରୁ ୮) ଭଳି ଦେଶକୁ ବିଦେଶ ଗସ୍ତ ବିଷୟରେ ଉଲ୍ଲେଖ କରିଛନ୍ତି।…

Read More