Author: TRUPTIMAYEE SAHOO

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ, ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ଅପରାଜିତ ୧୨୯ ରନ୍ କରିଥିଲେ। ଏହା ଗିଲ୍‌ଙ୍କ ନବମ ଟେଷ୍ଟ ଶତକ ଥିଲା, ଏବଂ ଚଳିତ ବର୍ଷ ତାଙ୍କର ପଞ୍ଚମ ଶତକ ଥିଲା।ଏହି ଶତକ ସହିତ ଗିଲ୍ ବର୍ଷରେ ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାର ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ବିରାଟ କୋହଲି ପୂର୍ବରୁ ଅଧିନାୟକ ଭାବରେ ପାଞ୍ଚଟି କ୍ରମାଗତ ଟେଷ୍ଟ ଶତକ ହାସଲ କରିଥିଲେ।ସେ ୨୦୧୬ ଏବଂ ୨୦୧୭ରେ ଏହି ସଫଳତା ହାସଲ କରିଥିଲେ। ଏବେ, ଶୁଭମନ ଗିଲ୍ ଏହି ବର୍ଷ ଟିମ୍ ଇଣ୍ଡିଆର ଅଧିନାୟକତ୍ୱରେ ମାତ୍ର ୧୨ ଇନିଂସରେ ପାଞ୍ଚଟି ଟେଷ୍ଟ ଶତକ ହାସଲ କରିଛନ୍ତି।ଯଦି ଗିଲ୍ ଏହି ବର୍ଷ ଆଉ ଗୋଟିଏ ଶତକ ହାସଲ କରନ୍ତି, ତେବେ ସେ ବିରାଟ କୋହଲିଙ୍କୁ ପଛରେ ପକାଇଦେବେ। ଭାରତ ୧୫୦ ରନରେ ସେମାନଙ୍କର ଇନିଂସ ଘୋଷଣା କରିଥିଲା। ଅରୁଣ ଜେଟଲି ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ…

Read More