Author: TRUPTIMAYEE SAHOO

ଗଲା ୧୭ ଦିନ ହେଲା ପୁଲିସ ଏସ୍‍ଆଇ ନିଯୁକ୍ତି ମାମଲାର ତଦନ୍ତ ଚାଲିଛି। ହେଲେ ମୁଖ୍ୟ ଅଭିଯୁକ୍ତକୁ ଏଯାଏ ଧରିବାରେ ସକ୍ଷମ ହୋଇପାରି ନାହିଁ କ୍ରାଇମ ବ୍ରାଞ୍ଚ। ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିବାରେ ସକ୍ଷମ ହେଉଛି ପଞ୍ଚ ସଫ୍ଟ କମ୍ପାନୀର ମାଲିକ ଶଙ୍କର ପୃଷ୍ଟି ଏବଂ ତାଙ୍କ ପତ୍ନୀ ଓ ଅନ୍ୟ ସହଯୋଗୀ। କ୍ରାଇମ ବ୍ରାଞ୍ଚ ଏହାକୁ ଏକ ସଂଗଠିତ ଅପରାଧ ବୋଲି ଗ୍ରହଣ କରିଛି। ପୁଲି ଏହି ସଂଗଠିତ ଗ୍ୟାଙ୍ଗ ରାଜ୍ୟରେ କେବଳ ପୁଲିସ ଏସ୍‍ଆଇ ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀରେ ଜଡ଼ିତ ତା ନୁହେଁ, ଗଲା ୮ରୁ ୧୦ ବର୍ଷ ହେଲା ବିଭିନ୍ନ ସରକାରୀ ଚାକିରିରେ ଏପରି ଫିକ୍ସ କରୁଥିଲ। ଆଜି ସାମ୍ବାଦିକଙ୍କୁ ସୂଚନା ଦେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ଏ ମାମଲାରେ ଆଜି ୪ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ସେମାନେ ବ୍ୟବହାର କରୁଥିବା ଗାଡ଼ିକୁ ଜବତ କରାଯାଇଛି। ଗିରଫ…

Read More