Author: Anasuya Das

ଭାରତୀୟ ଘରେ ମିଳୁଥିବା ହଳଦୀ କେବଳ ରୋଷେଇ ଘରେ ସୀମିତ ନୁହେଁ । ଏହା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ନିଏ । କରକ୍ୟୁମିନରେ ଭରପୂର ହଳଦୀ ଏହାର ଆଣ୍ଟି-ଇଫ୍ଲେ ମେଟରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ଜଣାଶୁଣା । ଏହା ଗଣ୍ଠି ଯନ୍ତ୍ରଣା କମାଇବା, ପାଚନ ଶକ୍ତି ଉନ୍ନତ କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଯଦିଓ ଆମେ ସାଧାରଣତଃ ଆମ ଘରେ ହଳଦୀ ପାଉଡର ବ୍ୟବହାର କରୁ, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ କଞ୍ଚା ହଳଦୀ ମଧ୍ୟ ଅଛି ? ଏହା ପ୍ରାୟତଃ ମନ୍ଦିର ଏବଂ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ଦୁଇଟି ହଳଦୀ ମଧ୍ୟରୁ କେଉଁଟି ଅଧିକ ବ୍ୟବହାର କରିବା ଉଚିତ୍ ଏବଂ କେଉଁଟି ଆମ ପାଇଁ ଅଧିକ ସ୍ୱାସ୍ଥ୍ୟକର। ପୁଷ୍ଟିକର ଦୃଷ୍ଟିରୁ, କଞ୍ଚା ହଳଦୀ,…

Read More