Author: TRUPTIMAYEE SAHOO

ଏବେ ଚର୍ଚ୍ଚାରେ ନୂଆପଡା ଉପନିର୍ବାଚନ । କିନ୍ତୁ ପ୍ରଶ୍ନ କିଏ ଜିତିବ ? ଦବଦବା କାହାର ଅଧିକ ? କେଉଁ ଦଳ କେଉଁଭଳି ରଣନୀତି କରୁଛି ? ଏଭଳି ଅନେକ ସାରା ପ୍ରଶ୍ନ ଭିତରେ ସାଧାରଣରେ ଯାହା ଚଚ୍ଚ୍ରା ହେଉଛି ତାହା ହେଲା ବିଜେପି ପାଇଁକାଳେ କାଳେ କାମ କରୁଛି ବିଜେଡି । ବିଜେପିକେମିତି ନୂଆପଡାରେ ବିଜୟ କରିବ ସେନେଇ ଏବେ ବିଜେଡି ଚିନ୍ତା କରୁଛି ।କୁହାଯାଉଛି କି କାଳେ ବିଜେପିର ଏଜେଣ୍ଟ ଭାବରେ କାମ କରୁଛି ବିଜୁ ଜନତା ଦଳ । ଆମ ପୂର୍ବପକ୍ଷର ଟିମ ମଧ୍ୟ ନୂଆପଡା ଉପନିର୍ବାଚନରେ ମଇଦାନ ବୁଲିଥିଲା । ଏଥର କିନ୍ତୁ ଚିରାଚରିତ ଢଙ୍ଗ ନୁହେଁ ଅସଲ କଥା ଜାଣିବାକୁ ଚେଷ୍ଟା କରାଯାଇଥିଲା । ନା ହାତରେ ଥିଲା ବୁମନା କ୍ୟାମେରା । ନୂଆପଡା ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକଙ୍କ ସହ ବିନା ମିଡିଆ ନାଁ କହି ସାଧାରଣ ଲୋକଙ୍କ ଭଳି ବାସ୍ତବ ସ୍ଥିତି…

Read More