Author: TRUPTIMAYEE SAHOO

ନୂଆପଡ଼ା ଉପନିର୍ବାଚନ ଓଡ଼ିଶାର ରାଜନୀତିରେ ଏକ ଅପୂର୍ବ ଅଧ୍ୟାୟ ହୋଇଯାଇଛି। ରାଜ୍ୟରେ ୨୫ ବର୍ଷ ଧରି ଅବିଚଳିତ ଭାବେ ଶାସନ କରୁଥିବା ନବୀନ ପଟ୍ଟନାୟକ, ଯେଉଁଠି ତାଙ୍କ ଶାନ୍ତ, ସଂୟମୀ ଓ ଯୋଗାଯୋଗ-ଭୀତ୍ତିକ ନେତୃତ୍ୱ ସଦା ଲୋକପ୍ରିୟ ଥିଲା, ସେଠାରେ ଏବେ ନୂଆପଡ଼ା ଭୂମିରେ ନିଜେ ଗଲେ ଭୋଟ୍‍ ମାଗିବାକୁ। ଏହା ଦେଖି ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି-କିଏ ନବୀନଙ୍କୁ ଏହି ପରାମର୍ଶ ଦେଲେ? ଏବଂ ତାହାର ରାଜନୀତିକ ଅର୍ଥ କ’ଣ? ସ୍ୱାସ୍ଥ୍ୟ ଓ ବୟସ ଦୃଷ୍ଟିକୋଣରୁ ଏକ ଅସୁବିଧାଜନକ ପଦକ୍ଷେପ ନବୀନ ପଟ୍ଟନାୟକ ଏବେ ସତୁରି ଦଶକର ଶେଷ ଭାଗରେ ପଦାର୍ପଣ କରିଛନ୍ତି। ତାଙ୍କ ଶାରୀରିକ ସ୍ୱାସ୍ଥ୍ୟ, ଚାଲିବା ଶକ୍ତି ଓ ସାଧାରଣ ଲୋକମାନଙ୍କ ସହିତ କଥାବାର୍ତ୍ତାକୁ ଦେଖିଲେ ଏହା ସ୍ପଷ୍ଟ ଯେ ସେ ଆଜି ଗୋଟିଏ ସୁସ୍ଥ ଯୁବ ନେତା ନୁହନ୍ତି। ଏହି ଅବସ୍ଥାରେ ତାଙ୍କୁ ତୀବ୍ର ରାଜନୀତିକ ଯୁଦ୍ଧରେ ନେଇଯିବା- ସେହିପରି ଏକ ଉପନିର୍ବାଚନରେ- ଏକ…

Read More