Author: TRUPTIMAYEE SAHOO

ତୁଳା ରାଶି ପାଇଁ ୨୦୨୬ ବର୍ଷ ବୈବାହିକ ଜୀବନ ଦୃଷ୍ଟିରୁ ବହୁତ ଖୁସିର ବର୍ଷ ହେବ। ଆପଣଙ୍କ ବୈବାହିକ ଜୀବନରେ ପ୍ରେମ ବୃଦ୍ଧି ପାଇବ । ଏହା ଆପଣଙ୍କ ସମ୍ପର୍କରେ ଆନନ୍ଦ ଏବଂ ସନ୍ତୁଳନ ଆଣିବ। ତଥାପି ଛୋଟମୋଟ ମତଭେଦ ଦେଖାଦେଇପାରେ କିନ୍ତୁ ସେଗୁଡ଼ିକ ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ। ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବ ଏବଂ ପାରସ୍ପରିକ ବୁଝାମଣା ବଜାୟ ରହିବ। ଆପଣ ଏକାଠି କୈାଣସି ସ୍ଥାନକୁ ଯାତ୍ରା ମଧ୍ୟ କରିପାରିବେ। ଏପ୍ରିଲ ଏବଂ ଅକ୍ଟୋବର ବିବାହିତ ଲୋକଙ୍କ ପାଇଁ ବିଶେଷ ସ୍ୱତନ୍ତ୍ର ହେବ। ତଥାପି ଏହି ବର୍ଷ ଅବିବାହିତ କିମ୍ବା ସମ୍ପର୍କରେ ଥିବା ଲୋକଙ୍କ ପାଇଁ ଟିକେ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ରାହୁ ପ୍ରତି ସତର୍କ ରୁହନ୍ତୁ କାରଣ ଆପଣଙ୍କ ସମ୍ପର୍କରେ ସମସ୍ୟା ଏବଂ ଚ୍ୟାଲେଞ୍ଜ ସୃଷ୍ଟି ହେବାର ସମ୍ଭାବନା ଅଛି। ତଥାପି ଫେବୃଆରୀ ଏବଂ ଜୁଲାଇ ଆପଣଙ୍କ ପାଇଁ ଭଲ ରହିବ। ଆସନ୍ତୁ ୨୦୨୬ ପାଇଁ…

Read More