Author: Anasuya Das

Similipal : ମୁଖ୍ୟତଃ ଶିମିଳିପାଳ ଦକ୍ଷିଣ ଡିଭିଜନରେ ଥିବା ୮୪୫.୭ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯିବ ଏବଂ ଏହି ବିଜ୍ଞପ୍ତି କେବଳ ସମୟର କଥା ବୋଲି ବନ୍ୟପ୍ରାଣୀ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ। ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ବାସ୍ତବ ରୂପ ନେବାକୁ ଯାଉଛି। ମୁଖ୍ୟତଃ ଶିମିଳିପାଳ ଦକ୍ଷିଣ ଡିଭିଜନରେ ଥିବା ୮୪୫.୭ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯିବ ଏବଂ ଏହି ବିଜ୍ଞପ୍ତି କେବଳ ସମୟର କଥା ବୋଲି ବନ୍ୟପ୍ରାଣୀ ମୁଖ୍ୟାଳୟ ସୂତ୍ରରୁ ପ୍ରକାଶ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୬୦ ଦିନର ବୈଧାନିକ ଘୋଷଣା ଅବଧି ପାଳନ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (ଏସଟିଆର) ହେଉଛି ରାଜ୍ୟର ସବୁଠାରୁ ବଡ଼ ବାଘ ଆବାସସ୍ଥଳୀ। କେନ୍ଦ୍ରର ମାନଦଣ୍ଡ ଅନୁଯାୟୀ ଜାତୀୟ ଉଦ୍ୟାନ ମାନ୍ୟତା ପାଇବାକୁ ଥିବା ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଓ ମାନବ ବସବାସ…

Read More