Author: TRUPTIMAYEE SAHOO

ରାଜ୍ୟର ତିନିଜଣ ବରିଷ୍ଠ ଓଏଏସ ଅଧକାରୀ ଶିବ ନାରାୟଣ ସାହୁ, ସବ୍ୟସାଚ୍ଚୀ ହୋତା ଓ ଅଂଶୁମାନ ରଥଙ୍କ ରାଜ୍ୟ ସରକାର ବିକଶିତ ଓଡ଼ିଶା ଭିଜନ୍ -୨୦୩୬ ଓ ୨୦୪୭ର ଦାୟିତ୍ୱ ଦେଇଛନ୍ତି । ଏହି ତିନି ଅଧିକାରୀଙ୍କୁ ସହକାରୀ ସେକ୍ସନ ଅଫିସର ସୌମ୍ୟରଞ୍ଜନ ସାହୁ ଓ ସୁଜ୍ଞାନ କୁମାର ନାୟକ ସହାୟତା କରିବେ ବୋଲି ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨୦୨୬-୨୭ ବଜେଟ୍ ଢାଞ୍ଚାର ଏକ ବ୍ୟାପକ ପରିବର୍ତ୍ତନ ଆରମ୍ଭ କରିଛନ୍ତି । ଆଗାମୀ ବଜେଟ୍ ବିକଶିତ ଓଡ଼ିଶା ଭିଜନ୍ ଫ୍ରେମୱାର୍କ ଅଧୀନରେ ବର୍ଣ୍ଣିତ ମାଇଲଖୁଣ୍ଟଗୁଡ଼ିକୁ ପ୍ରାଥମିକତା ଦେବା ସମସ୍ତ ପ୍ରସ୍ତାବଗୁଡ଼ିକ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟରେ ସିଧାସଳଖ ଯୋଗଦାନ ଦେବା ନିଶ୍ଚିତ କରିବ। …

Read More