Author: TRUPTIMAYEE SAHOO

ଓଡ଼ିଶାରେ ବଙ୍ଗଭାଷୀ ଶ୍ରମିକ ଏବଂ ବାଂଲାଦେଶୀ ଶରଣାର୍ଥୀମାନଙ୍କ ପ୍ରସଙ୍ଗ ପୁଣିଥରେ ତୀବ୍ର ରାଜନୈତିକ ବିତର୍କର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି । ଏବେ ଏହି ପ୍ରସଙ୍ଗ କେବଳ ଓଡ଼ିଶାର ଅନ୍ତର୍ନିହିତ ନୀତିରେ ସୀମିତ ରହିନାହିଁ  ଏହା ପଶ୍ଚିମବଙ୍ଗ–ଓଡ଼ିଶା ରାଜନୈତିକ ସମ୍ବନ୍ଧକୁ ମଧ୍ୟ ନୂତନ ଆଗ୍ନେୟଗିରିର ରୂପ ଦେଉଛି । ଏହାର ମୂଳରେ ଅଛନ୍ତି – ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରୋ । ସେ ଓଡ଼ିଶା ପୁଲିସ ଉପରେ ଆରୋପ ଆଣିଛନ୍ତି ଯେ ‘ବଙ୍ଗଳା ଭାଷା’ କହିବାକୁ ପାପ ବୋଲି ଅଭିହିତ କରି ନୟାଗଡ଼ରୁ ବଙ୍ଗଭାଷୀ ବ୍ୟକ୍ତିମାନଙ୍କୁ ବାହାର କରାଯାଇଛି। ଅନ୍ୟପଟେ, ଓଡ଼ିଶା ଶାସନରେ ଥିବା ବିଜେପି ସରକାର ଏବଂ ରାଜ୍ୟ ପୁଲିସ ଏହି ଆରୋପକୁ ସମ୍ପୂର୍ଣ୍ଣ ‘ଭିତ୍ତିହୀନ’ ବୋଲି କହି ଖାରଜ କରିଛନ୍ତି। କିନ୍ତୁ ଏହି ସମସ୍ତ ବିବାଦ ଭିତରୁ ଯାହା ପ୍ରଶ୍ନ ଉଠୁଛି, ତାହା ହେଲା- ମୋହନ ସରକାର ସତରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକୁ ନେଇ ସଠିକ ପଦକ୍ଷେପ ନେଉଛି କି?…

Read More